Headlines

ହୋଲି ଗାଧୁଆ ହେଲା କାଳ,କାଠଯୋଡ଼ି ରେ ବୁଡି ଛାତ୍ର ମୃତ।

କଟକ: ଆଜି ହୋଲିରେ ଘଟିଛି ଏକ ଦୁଃଖଦ ଘଟଣା।କାଠଯୋଡ଼ି ନଦୀରେ ବୁଡ଼ିଗଲେ ଛାତ୍ର।ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ କିନ୍ତୁ ସେହି ସେହି ସମୟରେ ନଦୀରେ ବୁଡିଯାଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ।ପରେ ତାଙ୍କୁ ତୁରନ୍ତ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା କିନ୍ତୁ ମେଡିକାଲ ରେ ମୃତ ଘୋଷଣା କଲେ ଡାକ୍ତର।ମୃତ ଛାତ୍ରଙ୍କ ନାଁ ସତୀଶ ସାହୁ (୧୫) ଘର ଗୋପାଳ ପୁର। ସେ ଏଥର ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ।

ମ୍ବାଦଦାତା ଦେବାଶିଷ ଧଳ

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387