Headlines

ସମ୍ବାଦିକଙ୍କର ଉପରେ ମରଣାନ୍ତକ ଆକ୍ରମଣ।

ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ରେ ନିର୍ବାଚନୀ ନିୟୁଜ କଭର ସମୟରେ ସାମ୍ବାଦିକ ଙ୍କୁ ବିଧାୟକ ସୁରେନ୍ଦ୍ର ସେଠୀ ଙ୍କ ସମର୍ଥକ ମାନେ ଆକ୍ରମଣ କରିଛନ୍ତି, ଏନେଇ ଅସ୍ତରଙ୍ଗ ଥାନା ରେ ଏତଲା, ସାମ୍ବାଦିକ ଚନ୍ଦନ ପାଇକରାୟ ଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି।
ସମ୍ବାଦଦାତା ଅସୀମ ଅମିତାଭ

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387