Headlines

ସିକ୍ୟୁରିଟି ଗାର୍ଡ ଙ୍କୁ ତଣ୍ଟି କାଟି ନିର୍ମମ ହତ୍ୟା ।

ଭୁବନେଶ୍ୱର:ସିକ୍ୟୁରିଟି ଗାର୍ଡ ଙ୍କୁ ତଣ୍ଟି କାଟି ନିର୍ମମ ହତ୍ୟା । ଏକ ଘରେ ରକ୍ତ ଜୁଡୁ ବୁଡ଼ୁ ଅବସ୍ଥାରେ ପଡ଼ିଛି ମୃତ ଦେହ ।  ଘଟଣା ବାଲିଅନ୍ତା ଥାନା ଅନ୍ତର୍ଗତ ପାହାଳ ଅଞ୍ଚଳରେ ଥିବା ମା ଶାରଳା ମାର୍ବଲ ଶୋରୁମ ରେ ଘଟିଛି। ମୃତ ସିକ୍ଯୁରିଟି ଗାର୍ଡ ହେଉଛନ୍ତି କଟକ ସଦର ଥାନା ଅନ୍ତର୍ଗତ ଉଷୁମା ଗ୍ରାମର ଗଦାଧର ସ୍ଵାଇଁ । ସେ ପାହାଳ ଥିବା ସେହି  ଶୋରୁମ ରେ ସିକ୍ଯୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ସମ୍ବାଦଦାତା ଅସୀମ ଅମିତାଭ

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387