Headlines

ବରମୁଣ୍ଡା ଓଭର ବ୍ରିଜ ଉପରେ ସଡ଼କ ଦୁର୍ଘଟଣା ରେ ଦୁଇ ମୃତ।

ଭୁବନେଶ୍ବର ବରମୁଣ୍ଡା ଓଭରବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣଙ୍କ ଉପରେ ମାଡିଗଲା ଅଜଣା ଗାଡି । ମୃତକ ହେଉଛନ୍ତି ଉପେନ୍ଦ୍ର ନାୟକ । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଏଜୁକେସନ୍‌ରେ ସେ କାମ କରୁଥିଲେ । ଖଣ୍ଡଗିରି ପଟୁ ଯାଉଥିବା ବେଳେ ମାଡିଗଲା ଗାଡି।

ସମ୍ବାଦଦାତା ଦେବାଶିଷ ଧଳ

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387