Headlines

ମା ଭଟ୍ଟାରିକାଙ୍କର ଦର୍ଶନ କଲେ ବିଜେପି କଟକ ଲୋକସଭା ପାର୍ଥି ପ୍ରକାଶ ମିଶ୍ର।

ଆରମ୍ଭ ହୋଇଗଲା ନିର୍ବାଚନ ଋତୁ କଟକ ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟି ତାର ପ୍ରାର୍ଥୀ ଭାବରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଙ୍କର ନାମ ଘୋଷଣା କରିବା ପରେ ଆରମ୍ଭ ହୋଇ ଯାଇଛି ବିଜେପିର ଦଳର ଶକ୍ତି ପ୍ରଦର୍ଶନ। 

ଏହି ପରିପ୍ରେକ୍ଷୀରେ ଆଜି ପ୍ରକାଶ ମିଶ୍ର ନରସିଂହପୁର  ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା ଭଟ୍ଟାରିକା ଙ୍କର ଦର୍ଶନ କରିଥିଲେ। ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ଦଳ ବେହେରା ଓ ପ୍ରକାଶ ମିଶ୍ର ଏକ ବିରାଟ ବାଇକ ଶୋଭାଯାତ୍ର ଶତାଧିକ ଦଳୀୟ କର୍ମୀ ମନଙ୍କ ସହ ଯାଇ ମା ଙ୍କ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବହୁ ବରିଷ୍ଠ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ। ଆଗରୁ ପ୍ରକାଶ ମଧ୍ୟ ମା କଟକ ଚଣ୍ଡୀ ଙ୍କର ଆଶୀର୍ବାଦ ପାଇଁ କଟକ ଠାରେ ପୂଜାର୍ଚ୍ଚନା କରିଥିଲେ।

ସମ୍ବାଦଦାତା ଶାନ୍ତନୁ ଗାହାଣ

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387