Headlines

କଟକ-ପାରାଦୀପ ରାସ୍ତା ଶିଉଳିରେ ମର୍ମନ୍ତୁଦ ଦୁର୍ଘଟଣା ରେ ଦୁଇ ମୃତ।

କଟକ-ପାରାଦୀପ ରାସ୍ତା ଶିଉଳିରେ ମର୍ମନ୍ତୁଦ ଦୁର୍ଘଟଣା ରେ ଦୁଇ ମୃତ। ବାଇକ୍‌-ଟ୍ରକ ମଧ୍ୟରେ ସମ୍ନାସାମ୍ନି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।ଏହା ପରେ କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକେ। ମୃତକ ନାରାୟଣ ଖୁଣ୍ଟିଆ ଓ ରାଧାନଗରର ପ୍ରଶାନ୍ତ ସ୍ବାଇଁ। ପୋଲିସ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାଶୁ କରି ସବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ
ସମ୍ବାଦଦାତା ଆସିମ ଅମିତାଭ

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387