Headlines

ଦୋକାନ ମଧ୍ୟରୁ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ।

କଟକ ସିଡିଏ ,ସେକ୍ଟର -୯,ରିଲାଏନ୍ସ ଫ୍ରେସ ପାଖରେ ''କ୍ରିଷ୍ଣା ସାଇ ବେକରୀ''ରେ କାର୍ଯରତ ନିଲୁ ବାରିକ(୨୨/୨୪ ବର୍ଷ)ର ଝୁଲନ୍ତା ଶବ ,ଦୋକାନ ଭିତରେ ମିଳିଛି ।ନିଲୁଙ୍କର ଘର ପିପିଲି ଅଂଚଳ ମାଦିପୁର ଗ୍ରାମର ବୋଲି ସୂଚନା ମିଳୁଛି।କୌଣସି ପ୍ରେମ ଜନିତ କାରଣ ପାଇଁ ଆତ୍ମହତ୍ୟା କରିଥିବାର ଅନୁମାନ କରା ଯାଉଛି ।ଘଟଣା ସ୍ଥଳରେ ମର୍କତ ନଗର ପୋଲିସ ପହଞ୍ଚି, ଘଟଣାର ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ବଡ ମେଡିକାଲକୁ ପଠାଇଛନ୍ତି।
ସମ୍ବାଦଦାତା ପ୍ରୀୟବ୍ରତ ପଟ୍ଟନାୟକ

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387