Headlines

ଖଟତଳେ ଦେଖିଲାବେଳକୁ ୮ଫୁଟ ଲମ୍ବର କୁମ୍ଭୀର, ଦେଖିକି ହୋସ ଉଡ଼ିଗଲା ସମସ୍ତଙ୍କର।

ଗୁଜରାଟ ଆନନ୍ଦ ଜିଲ୍ଲାର ମଲାତଜ ଗାଁରେ ଜଣେ ଚାଷୀଙ୍କ ଘର ଭିତରୁ ଏକ ବଡ କୁମ୍ଭୀର ଉଦ୍ଧାର ହୋଇଛି । ଚାଷୀ ଜଣକ ରାତିରେ ନିଜ ଖଟ ତଳେ କିଛି ଗୋଟାଏ କଣ ଚମକୁଥିବା ଦେଖିଥିଲେ ।ଚାଷୀଙ୍କ ଖଟ ତଳେ ୨ଟି ଆଖି ଚମକୁଥିଲା । ତାଙ୍କ ଖଟ ତଳେ ଏକ ୮ ଫୁଟ ଲମ୍ବର କୁମ୍ଭୀର ଥିଲା ।ଏହା ଦେଖି ଚାଷୀ ଭୟରେ ଝାଳନାଳ ହୋଇଯାଇଥିଲେ ।ଚାଷୀ ବାବୁଭାଇ ପରମାରଙ୍କ ଘରେ ଏହି କୁମ୍ବୀର ବିଳମ୍ବିତ ରାତିରେ ପଶିଯାଇଥିଲା ।ସେତେବେଳେ ସେ ନିଘୋଡ଼ ନିଦ୍ରାରେ ଶୋଇପଡ଼ିଥିଲେ ।କୁମ୍ଭୀର ମଲାତଜ ଗାଁରୁ ୫୦୦ ମିଟର ଦୂରରେ ଥବା ଏକ ପୋଖରୀ ଆସିଥିବ ବୋଲି ଗ୍ରାମବାସୀ ସନ୍ଦେହ କରିଥିଲେ ।କୁମ୍ଭୀରକୁ ଧରି ପୁଣି ସେହି ପୋଖରୀରେ ଛାଡି ଦିଆଯାଇଥିଲା।

ସମ୍ବାଦଦାତା ଅସୀମ ଅମିତାଭ



Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387