Headlines

ବିଜେଡି ରେ ମୀରାଙ୍କୁ ମିଳିଲା ଗୁରୁ ଦାୟିତ୍ୱ।

ଓଡିଶା ରାଜ୍ୟରେ କିନ୍ନର ମାନଙ୍କ ହକ ଓ ନ୍ୟାର୍ଯ୍ୟ ପାଇଁ ସବୁବେଳେ ଲଢ଼େଇକରୁଥିବା ମୀରା ପରିଡା ଙ୍କୁ ମିଳିଛି ଦଳୀୟ ନୂତନ ଗୁରୁ ଦାୟିତ୍ୱ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ  ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମୀରା ପରିଡାଙ୍କୁ ମିଳିଲା ଦାୟିତ୍ୱ।ମୀରା ଗତ କିଛିଦିନ ତଳେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ପ୍ରଥମଥର ପାଇଁ ବିଜେଡି ଜଣେ କିନ୍ନରଙ୍କୁ ନିଜର ମହିଳା ସଂଗଠନର କର୍ମକର୍ତ୍ତା ଭାବେ ଅବସ୍ଥାପିତ କରିଛି।

ସମ୍ବାଦଦାତା  ଜଗନ୍ନାଥ ପ୍ରସାଦ ମହାନ୍ତି


Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387