ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି।
Home > ରାଜ୍ୟ > ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ପରଲୋକ।
ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ପରଲୋକ।
By Update ଓଡ଼ିଆ • March 20, 2019 • ରାଜ୍ୟ • Comments : 0
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କ ଧର୍ମପତ୍ନୀ ସ୍ନେହଲତା ମହାପାତ୍ରଙ୍କ ପରଲୋକ ଘଟିଛି। ୭୨ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲ୍ରେ ଦେହାନ୍ତ ହୋଇଛି।ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।
Subscribe to:
Post Comments
(
Atom
)
Post a Comment